ଦଶଟି ଚମତ୍କାର ଶବ୍ଦ

ଦଶଟି ଚମତ୍କାର ଶବ୍ଦ

1- ସବୁଠୁ ସ୍ୱାର୍ଥପର ଏକ ଅକ୍ଷର ବିଶିଷ୍ଟ ଶବ୍ଦ “I” (ମୁଁ) ଏହାକୁ ପରିତ୍ୟାଗ କରନ୍ତୁ।

2- ସବୁଠୁ ସନ୍ତୋଷ ଜନକ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ ” WE” (ଆମେ) ଏହାକୁ ବ୍ୟବହାର କରନ୍ତୁ।

3- ସବୁଠୁ ବିଷାକ୍ତ ତିନି ଅକ୍ଷର ବିଶିଷ୍ଟ ଶବ୍ଦ EGO (ଅହଂ) ଏହାକୁ ଅତିକ୍ରମ କରିଯାଆନ୍ତୁ।

4- ସବୁଠୁ ବେଶୀ ବ୍ୟବହାର କରାଯାଉଥିବା ଚାରି ଅକ୍ଷର ବିଶିଷ୍ଟ ଶବ୍ଦ “LOVE” (ଭଲ ପାଇବା) ଏହାକୁ ଗୁରୁତ୍ୱ ଦିଅନ୍ତୁ।

5- ସବୁଠୁ ବେଶୀ ଆନନ୍ଦପ୍ରଦ ପାଞ୍ଚ ଅକ୍ଷର ବିଶିଷ୍ଟ ଶବ୍ଦ ” SMILE (ସ୍ମିତହାସ୍ୟ) ଏହାକୁ ସଦାସର୍ବଦା ମୁଁହ ରେ ରଖନ୍ତୁ।

6- ସବୁଠୁ ଦ୍ରୁତ ଗତିରେ ବ୍ୟାପୁଥିବା ଛଅ ଅକ୍ଷର ବିଶିଷ୍ଟ ଶବ୍ଦ RUMOUR (ଗୁଜବ) ଏହାକୁ ଅଣଦେଖା କରନ୍ତୁ।

7- ସବୁଠୁ କଠିନ ପରିଶ୍ରମ ଦ୍ୱାରା ମିଳୁଥିବା ସାତ ଅକ୍ଷର ବିଶିଷ୍ଟ ଶବ୍ଦ SUCCESS (ସଫଳତା) ଏହାକୁ ହାସଲ କରନ୍ତୁ।

8- ସବୁଠୁ ବେଶୀ ଈର୍ଷାପରାୟଣ ଆଠ ଅକ୍ଷର ବିଶିଷ୍ଟ ଶବ୍ଦ JEALOUSY (ଈର୍ଷା) ଏହାଠାରୁ ଦୂରରେ ରୁହନ୍ତୁ।

9- ସବୁଠୁ ଶକ୍ତିଶାଳୀ ନଅ ଅକ୍ଷର ବିଶିଷ୍ଟ ଶବ୍ଦ “KNOWLEDGE” (ଜ୍ଞାନ) ଏହାକୁ ଅର୍ଜନ କରନ୍ତୁ।

10- ସବୁଠୁ ବେଶୀ ମୂଲ୍ୟବାନ ଦଶ ଅକ୍ଷର ବିଶିଷ୍ଟ ଶବ୍ଦ FRIENDSHIP (ବନ୍ଧୁତା) ଏହାର ମୂଲ୍ୟ ବଜାୟ ରଖନ୍ତୁ।