କଥାରେ ନୁହେଁ କାମରେ କରି ଦେଖାନ୍ତୁ କାରଣ ଲୋକମାନେ ଶୁଣିବାକୁ ନୁହେଁ ଦେଖୁବାକୁ ପସନ୍ଦ କରିଥାନ୍ତି ।
). ଏହି ତିନୋଟି ଜିନିଷ ଜୀବନରେ ଥରେ ମିଳେ । ବାପା, ମାଆ, ଯୌବନ
1. ଏହି ତିନୋଟି ପରଦା ଭିତରେ ରହିବା ଯୋଗ୍ୟ ।
ଧନ, ଭୋଜନ, ସ୍ତ୍ରୀ
୨. ଏହି ତିନୋଟି ଜିନିଷ ଠାରୁ ଦୂରରେ ରହିବା ଉଚିତ କୁସଙ୍ଗ, ସାର୍ଥ, ନିନ୍ଦା
୧. ତିନୋଟି ଜିନିଷ ସର୍ବଦା ଆୟତ୍ତରେ ରଖିବା ଉଚିତ କାମ, ଲୋଭ, ମନ
୬. ଏହି ତିନୋଟି ଜିନିଷରେ ମନ ଲଗାଇବା ଉଚିତ୍ । ଈଶ୍ବର, ପରିଶ୍ରମ, ବିଦ୍ୟା
୬. ଏହି ତିନୋଟି କଥା ଭୁଲିବା ଉଚିତ୍ ନୁହେଁ । ରଣ, ଦାୟିତ୍ବ, ରୋଗ
.ଏହି ତିନିଜଣଙ୍କୁ ସର୍ବଦା ଦୟା କରିବା ଉଚିତ୍। ବାଳକ, ଭିକାରୀ, ପାଗଳ
ଭାଗବତକୁ ନିନ୍ଦାକଲେ ପ୍ରାଣୀ ନର୍କରେ ପଡ଼େ ) ମାଆଙ୍କୁ ନିନ୍ଦାକଲେ ଜନ୍ମ ଜନ୍ମ ଧରି ରୋଗୀ
) ଜପକୁ ନିନ୍ଦାକଲେ ବ୍ୟକ୍ତିର ଭାଗ୍ୟ ଖରାପ ଣୁ ଏସବୁ ଭୁଲରେ କେବେବି ନକରିବ
ଏହି ତିନୋଟି ଜିନିଷ ଜୀବନରେ ଥରେ ମିଳେ । ବାପା, ମାଆ, ଯୌବନ
ଧନ, ଭୋଜନ, ସ୍ତ୍ରୀ
କୁସଙ୍ଗ, ସାର୍ଥ, ନିନ୍ଦା
ତିନୋଟି ଜିନିଷ ସର୍ବଦା ଆୟତ୍ତରେ ରଖିବା ଉଚିତ
କାମ, ଲୋଭ, ମନ
ଏହି ତିନୋଟି ଜିନିଷରେ ମନ ଲଗାଇବା ଉଚିତ୍ । ଈଶ୍ବର, ପରିଶ୍ରମ, ବିଦ୍ୟା
ଏହି ତିନୋଟି କଥା ଭୁଲିବା ଉଚିତ୍ ନୁହେଁ । ରଣ, ଦାୟିତ୍ଵ, ରୋଗ
ଏହି ତିନିଜଣଙ୍କୁ ସର୍ବଦା ଦୟା କରିବା ଉଚିତ୍ । ବାଳକ, ଭିକାରୀ, ପାଗଳ