ସମ୍ପର୍କ

ସମ୍ପର୍କ

ଯେପର୍ଯ୍ୟନ୍ତ ଜଣେ କହୁଥ‌ିବ

ଆଉ ଜଣେ ସହୁଥ‌ିବ ସେପର୍ଯ୍ୟନ୍ତ ସମ୍ପର୍କ ଠିକ୍ ଥାଏ ।

କିନ୍ତୁ ଯେତେବେଳେ ସହିବା ଲୋକଟି କହିବା ଆରମ୍ଭ କରେ ସମ୍ପର୍କ

ଯେତେ ପୂରୁଣା ହୋଇଥାଉନା

କାହିଁକି ସମ୍ପର୍କ ଭିତରେ ଫାଟ ସୃଷ୍ଟି ହୋଇଯାଏ ।