ବାଣୀ

ବାଣୀ

ନିଜର ମୁଖରୁ ନିସୃତ ବାଣୀ

ଯଦି ବୀଣାର ସ୍ୱର ସଦୃଶ ନ ହୋଇ

ବାଣ ପାଲଟି ଯାଏ,ସେତେବେଳେ

ମହାଭାରତର ସୂର ସୃଷ୍ଟି ହୁଏ।