ବରଡ଼ା

ବରଡ଼ା

ତଳ ବରଡ଼ା ଖସୁଛି

ଉପର ବରଡ଼ା

ହସୁଛି

ମଝି ବରଡ଼ା ଥାଇଁ କହୁଛି

ତୋ ବେଳ କାଳ ଆସୁଛି